Nu se pretează? Nu contează! Puteți returna produsele în până la 30 de zile
Cu un voucher cadou nu veți da greș. În schimbul voucherului, destinatarul își poate alege orice din oferta noastră.
Până la 30 de zile pentru returnare
ଏହି ପୁସ୍ତକଟି କେବଳ ମନୁଷ୍ୟର ଗୁରଜନମାନଙ୍କ ପ୍ରତି ଅଥବା , କେବଳ ଗୁରୁଜନମାନଙ୍କ କଥା ନୁହେଁ, ନିଜର ସମ୍ପର୍କ ଅନ୍ୟଜଣେ ସମ୍ପର୍କୀୟ ପ୍ରତି କିପରି ସଚେତନ ରହିବାକୁ ହେବ , ଅଥବା ସେମାନଙ୍କ ପ୍ରତି କିପରି କର୍ମ କିମ୍ବା କର୍ତ୍ତବ୍ୟ କରିବାକୁ ହୁଏ , ସେଥିପ୍ରତି ମନୁଷ୍ୟକୁ କେବଳ ହୃଦୟଙ୍ଗମ କରି , ଆଗକୁ ବଢ଼ିବା ଉଚିତ୍ ଅଟେ | ଏଇ ଦୁନିଆଁରେ କେତେକ ସମ୍ପର୍କ କେବଳ ଭଗବାନଙ୍କ ହାତରେ ନିର୍ମାଣ କରା ଯାଇଥାଏ | ଅନ୍ୟ କେତେକ ମନୁଷ୍ୟ କାଳ , ପାତ୍ର କିମ୍ବା ସମୟ ଅନୁସାରେ , ସମ୍ପର୍କ ସ୍ବୟଂ ବାନ୍ଧିଥାଏ | ଏହାର ସତ୍ୟତାକୁ ଆଖି ଆଗରେ ରଖି , ସମ୍ପର୍କକୁ ସ୍ନେହଁ ଏବଂ ଆନ୍ତରିକ ମମତାରେ ବାନ୍ଧି ରଖିବାକୁ ପଡ଼ିଥାଏ | ଯଦି ମନୁଷ୍ୟ ସେଥିରୁ ବର୍ହିଭୁତ ହୁଏ , ତାହାଲେ ନଚାହିଁଲେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ | ଏହି ସତ୍ୟ ବଚନକୁ ଆଗରେ ରଖି , ଯଦି ଅବା କୌଣସି କାରଣ ବଶତଃ ସତ୍ୟତାର ପ୍ରମାଣ କରିବାକୁ ଆବଶ୍ୟକ ପଡେ , ତାହା ନିଶ୍ଚୟ କରିବ | ଏହାର ସତ୍ୟତା ଯେଉଁଦିନ ଲୋକଲୋଚନକୁ ଆସେ , ସେଥିରେ ଅନେକ ପ୍ରକାରର ବିଭ୍ରାନ୍ତ ସୃଷ୍ଟି ହୋଇଥାଏ | ଅନେକ ପ୍ରକାରର ଭ୍ରମ ସୃଷ୍ଟିହୋଇ ଶାନ୍ତ ବାତାବରଣକୁ ଅଶାନ୍ତିରେ ପରିଣତ କରିଥାଏ | ସର୍ବଦା ସତ୍ୟତାର ଶକ୍ତି ବଡ଼ ସୁଦୃଢ଼ ଅଟେ | ଏହି କାହାଣୀର ସାରାଂଶ ଅଟେ |
Bună ziua! Sunt Libroamiko, consilierul dumneavoastră de cărți.
Cu ce vă pot ajuta?