Nu se pretează? Nu contează! Puteți returna produsele în până la 30 de zile
Cu un voucher cadou nu veți da greș. În schimbul voucherului, destinatarul își poate alege orice din oferta noastră.
Până la 30 de zile pentru returnare
ବିଚାର ଏବଂ ଭାବନା ଯାହାକି ସମୟ ସହିତ ଦୃଢ ଓ ଅବିଚଳିତ ଭାବରେ କର୍ମରତ ରହିଥାଏ ତାହା ଏକ ଦୃଷ୍ଟିକୋଣରେ କଠୋର ହୋଇ ଯାଇଥାଏ | ଯଦି ଆପଣ ଗୋଟିଏ ମନୋଭାବ ସହିତ ଯଥେଷ୍ଟ ଅଧିକ ସମୟ ରହୁଛନ୍ତି , ତେବେ ଏହା ଅନ୍ୟ ଏକ ସ୍ଵଭାବରେ ପରିଣତ ହୋଇଯିବ - ଏକ ମାନସିକତା | ଭୁଲ ମାନସିକତା ଆପଣଙ୍କୁ ସନ୍ତୋଷ, ଆନନ୍ଦ, ଜ୍ଞାନର ପଥରୁ ଦୂରେଇ ନେଇପାରେ | ସଠିକ ଆପଣଙ୍କୁ ସଫଳତା ତଥା ପୂର୍ଣ୍ଣତାର ପଥ ଏବଂ ଏକ ଅସାଧାରଣ ଜୀବନ ପ୍ରତି ଈଶାରା କରିବ | ବିଜ୍ଞାନକୁ ବୈଦିକ ଶାସ୍ତ୍ର ଏବଂ ତର୍କଶାସ୍ତ୍ର ସହିତ ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ସହକାରେ ସମିଶ୍ରଣ କରି ସ୍ଵାମୀ ମୁକୁନ୍ଦାନନ୍ଦ ୭ଟି ମାନସିକତାର ରହସ୍ୟ ଉନ୍ମୋଚନ କରିଛନ୍ତି - ମନ ଏବଂ ବୁଦ୍ଧିକୁ ତାଲିମ କରିବା ତଥା ଏଥି ମଧ୍ୟରେ ଥିବା ଅପାର ସମ୍ଭାବନାକୁ ଖୋଲିବାର ୭ଟି କୌଶଳ | ଆଇଆଇଟି ଏବଂ ଆଇଆଇଏମ ର ପ୍ରାକ୍ତନ ଛାତ୍ର, ସ୍ବାମୀଜୀ ମନ ପ୍ରବନ୍ଧନ ଏବଂ ଜୀବନ ପରିବର୍ତ୍ତନ ନିମିତ୍ତ ଏହି ଶକ୍ତିଶାଳୀ ତଥାପି ସରଳ କୌଶଳଗୁଡିକ ବୈଦିକ ଶାସ୍ତ୍ର ପ୍ରତି ତାଙ୍କର କେତେକ ଦଶନ୍ଧି ଧରି ଦକ୍ଷତାରୁ ଉପସ୍ଥାପନ କରିଛନ୍ତି |
Bună ziua! Sunt Libroamiko, consilierul dumneavoastră de cărți.
Cu ce vă pot ajuta?